NGO Consultant

NGO Consultant
Odisha NGO Consultancy Services

Wednesday, July 19, 2017

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ଅସୁବିଧା ଜଣାଇବାକୁ ଚାହୁଁଛନ୍ତି? ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ । ତେବେ ଆପଣ ବି ଚାହିଁଲେ ମୋଦିଙ୍କ ସହିତ ସହଜ ଓ ସୁବିଧାରେ ଯୋଗଯୋଗ କରି ନିଜର ଅସୁବିଧା ସମ୍ପର୍କରେ ଜଣାଇ ପାରିବେ। ତେବେ ଆସନ୍ତୁ ଜାଣିବା ମୋଦିଙ୍କ ଫୋନ୍‌ନମ୍ବର, ଇମେଲ, ଫେସ୍‌ବୁକ, ଟୁଇଟର, ୟୁଟ୍ୟୁବ ଓ ଫ୍ୟାକ୍ସ ଆଇଡି ସମ୍ପର୍କରେ।

୧.ଫେସ୍‌ବୁକ: http://www.facebook.com/narendramodi

୨.ଟୁଇଟର : http://twitter.com/narendramodi

୩.ଗୁଗଲ ପ୍ଲସ: http://plus.google.com/+NarendraModi

୪.ୟୁଟ୍ୟୁବ: http://www.youtube.com/user/narendramodi

୫.ପ୍ରଧାନମନ୍ତ୍ରୀଙ୍କ ଇମେଲ୍‌: connect@mygov.nic.in/ narendramodi1234@gmail.com

୬.ଏତଦ୍‌ବ୍ୟତୀତ ମୋଦିଙ୍କୁ ଏହି ଠିକଣାରେ ନିଜ ଅସୁବିଧା ମଧ୍ୟ ଜଣାଇ ପାରିବେ: େଓ୍ଵବ୍‌ ଇନ୍‌ଫରମେନ୍‌ସନ୍‌ ମାନଗର, ସାଉଥ୍‌ବ୍ଲକ୍‌, ରାଇସିନା ହିଲ, ନୂଆଦିଲ୍ଲୀ -୧୧୦୦୧୧ — ଫୋନ୍‌ ନମ୍ବର – +୯୧-୧୧-୨୩୦୧୨୩୧୨

ଫ୍ୟାକ୍ସ – +୯୧-୧୧-୨୩୦୧୯୫୪୫ , ୨୩୦୧୬୮୫୭

୭.ମୋଦିଙ୍କ ସହ ଯୋଗାଯୋଗ କରିବା ପାଇଁ ଫୋନ୍‌ ନମ୍ବର: ୦୧୧-୨୩୦୧୫୬୦୩, ୦୧୧-୨୩୦୧୮୯୩୯, ୦୧୧-୨୩୦୧୮୬୬୮

୮.ହେଲପ୍‌ ଲାଇନ୍‌ ନମ୍ବର:: +୯୧-୧୮୦୦-୧୧୦-୦୩୧

୯.ପିଏମ୍‌ଓ: ୦୧୧-୨୩୦୧୨୩୧୨

୧୦.ପିଏମ୍‌ଓ ଫ୍ୟାକ୍ସ: ୦୧୧-୨୩୦୧୬୮୫୭