PM Narendra Modi asks security officials, police to check funding of NGOs involved in 'anti-national activities'

In a closed-door, high-level meeting, Prime Minister Narendra Modi has asked top security officials to...

India NGO Jobs

FundsforNGOs

Wednesday, July 19, 2017

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ଅସୁବିଧା ଜଣାଇବାକୁ ଚାହୁଁଛନ୍ତି? ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ । ତେବେ ଆପଣ ବି ଚାହିଁଲେ ମୋଦିଙ୍କ ସହିତ ସହଜ ଓ ସୁବିଧାରେ ଯୋଗଯୋଗ କରି ନିଜର ଅସୁବିଧା ସମ୍ପର୍କରେ ଜଣାଇ ପାରିବେ। ତେବେ ଆସନ୍ତୁ ଜାଣିବା ମୋଦିଙ୍କ ଫୋନ୍‌ନମ୍ବର, ଇମେଲ, ଫେସ୍‌ବୁକ, ଟୁଇଟର, ୟୁଟ୍ୟୁବ ଓ ଫ୍ୟାକ୍ସ ଆଇଡି ସମ୍ପର୍କରେ।

୧.ଫେସ୍‌ବୁକ: http://www.facebook.com/narendramodi

୨.ଟୁଇଟର : http://twitter.com/narendramodi

୩.ଗୁଗଲ ପ୍ଲସ: http://plus.google.com/+NarendraModi

୪.ୟୁଟ୍ୟୁବ: http://www.youtube.com/user/narendramodi

୫.ପ୍ରଧାନମନ୍ତ୍ରୀଙ୍କ ଇମେଲ୍‌: connect@mygov.nic.in/ narendramodi1234@gmail.com

୬.ଏତଦ୍‌ବ୍ୟତୀତ ମୋଦିଙ୍କୁ ଏହି ଠିକଣାରେ ନିଜ ଅସୁବିଧା ମଧ୍ୟ ଜଣାଇ ପାରିବେ: େଓ୍ଵବ୍‌ ଇନ୍‌ଫରମେନ୍‌ସନ୍‌ ମାନଗର, ସାଉଥ୍‌ବ୍ଲକ୍‌, ରାଇସିନା ହିଲ, ନୂଆଦିଲ୍ଲୀ -୧୧୦୦୧୧ — ଫୋନ୍‌ ନମ୍ବର – +୯୧-୧୧-୨୩୦୧୨୩୧୨

ଫ୍ୟାକ୍ସ – +୯୧-୧୧-୨୩୦୧୯୫୪୫ , ୨୩୦୧୬୮୫୭

୭.ମୋଦିଙ୍କ ସହ ଯୋଗାଯୋଗ କରିବା ପାଇଁ ଫୋନ୍‌ ନମ୍ବର: ୦୧୧-୨୩୦୧୫୬୦୩, ୦୧୧-୨୩୦୧୮୯୩୯, ୦୧୧-୨୩୦୧୮୬୬୮

୮.ହେଲପ୍‌ ଲାଇନ୍‌ ନମ୍ବର:: +୯୧-୧୮୦୦-୧୧୦-୦୩୧

୯.ପିଏମ୍‌ଓ: ୦୧୧-୨୩୦୧୨୩୧୨

୧୦.ପିଏମ୍‌ଓ ଫ୍ୟାକ୍ସ: ୦୧୧-୨୩୦୧୬୮୫୭

Popular Posts